STEM Education for Innovation :
Experimento India
Home Stories Emergent Reader Odia କିଏ କିପରି ରାବେ

କିଏ କିପରି ରାବେ
ରଙ୍ଗ, ରୂପ ଏବଂ ଭାଷା ସମସ୍ତଙ୍କର ସିନା ଅଲଗା-ଅଲଗା ଅଟେ I କିନ୍ତୁ ସମସ୍ତଙ୍କୁ ଆମେ ପକ୍ଷୀ ବୋଲି କହୁ I (While they are all called birds, they all have different features and produce unique sounds!)