STEM Education for Innovation : Experimento India

Home Stories Level 2 Odia ନଈ କାହାର

ନଈ କାହାର

କୁଲୁକୁଳୁ ହୋଇ ବହିଯାଉଥିଲା ନଈଟିଏ | ତାକୁ ଦେଖି ପର୍ବତ, ଆକାଶ ଓ ମାଟି କ'ଣ କହିଲେ ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢ଼ିବା। (A river was flowing. What did the mountain, sky, and earth say to the river? Read the story to find out more about this conversation.)