STEM Education for Innovation : Experimento India

Home Stories Level 2 Odia ଶାରୀ ଓ ସେବକ

ଶାରୀ ଓ ସେବକ

ରାମୁର ବହୁତ କୁକୁଡ଼ା ଥିଲା । ହେଲେ ହଠାତ୍ ତାର କୁକୁଡ଼ା ଚୋରୀ ହେବାକୁ ଲାଗିଲା । ସେ ଚୋରକୁ କିପରି ଧରିଲା ଜାଣିବା ପାଇଁ ଚାଲ ଏହି କାହାଣୀକୁ ପଢ଼ିବା । (Ramu had many chickens. One day, his chickens started to be stolen. Read the story to find out more.)